ମୂଲ୍ୟାଙ୍କନରେ ଟେକ୍ନୋଲୋଜିର ବ୍ୟବହାର: ଭଲ ଏବଂ ଖରାପ

edit

ଯେ କୌଣସି କାମ ହଉନା କାହିଁକି ଯେ ପର୍ଯ୍ୟନ୍ତ ତାହାର ମୂଲ୍ୟାଙ୍କନ କରାଯାଇନଥାଏ ସେହି କାମର ସଠିକତା ଯଣା ପଡିନଥାଏ । ମୂଲ୍ୟାଙ୍କନ ଶିକ୍ଷା ପ୍ରକ୍ରିୟାର ଏକ ଅଂଶ ଯାହା ଛାତ୍ରମାନଙ୍କ ମୂଲ୍ୟାଙ୍କନରେ ସାହାଯ୍ୟ କରେ। ଏହି ଆଧୁନିକ ଯୁଗରେ ଶିକ୍ଷାରେ ଟେକ୍ନୋଲୋଜିର ସମାଭିଷ୍ଟ ମୂଲ୍ୟାଙ୍କନ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରେ। ଟେକ୍ନୋଲୋଜି ମାଧ୍ୟମରେ ମୂଲ୍ୟାଙ୍କନକୁ ନିର୍ବିକାର ଏବଂ ନ୍ୟାୟସଙ୍ଗତ ଭାବରେ କରାଯାଇପାରେ ଏବଂ ମୂଲ୍ୟାଙ୍କନର ତ୍ରୁଟି ହ୍ରାସ ପାଏ। କମ୍ପ୍ୟୁଟର ଏବଂ ଲ୍ୟାପଟପ୍ ପରି ପ୍ରଯୁକ୍ତିଗତ ଉନ୍ନତି ଛାତ୍ରମାନଙ୍କର ସହଜ ମୂଲ୍ୟାଙ୍କନରେ ସାହାଯ୍ୟ କରେ।

ଲାଭଗୁଡ଼ିକ:

edit
  • ସମୟର ସଞ୍ଚୟ
  • ସଠିକ ମୂଲ୍ୟାୟନ
  • ରିଅଲ୍ ଟାଇମ ଫିଡବ୍ୟାକ୍

କ୍ଷତିଗୁଡିକ:

edit
  • ଶିଖିବା କଷ୍ଟକର
  • ପକ୍ଷପାତିତା
  • ତଥ୍ୟ ଅସୁରକ୍ଷିତତା